ସମ୍ଭୋଗ ସମ୍ରାଟଙ୍କ କଳା କାହାଣୀ : ପପୁଙ୍କ ପାପରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ

ପପୁଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାଇଲ୍ଡ ୱେଲଫେୟାର କମିଟିରେ ବୟାନ ଦେଲେ ନାବାଳିକା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖୋଲୁଛି ପପୁଙ୍କ ପାପର ପେଡି । ଓଲିଉଡ କମେଡି ଷ୍ଟାର ପପୁ ପମପମଙ୍କ କଳା କାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ପଦାକୁ ଆସିବାରେ ଲାଗିଛି । ପୁଣି ଜଣେ ଅଭିନେତ୍ରୀ ପପୁଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ପପୁ ତାଙ୍କୁ ଫିଲ୍ମରେ ଅଭିନୟର ସୁଯୋଗ ଦେବା ନାଁରେ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ, ସୁଟିଂ ସେଟରେ ତାଙ୍କୁ ଖରାପ ବ୍ୟବହାର କରିବାକୁ ପପୁ କେବେ ବି ପଛାନ୍ତି ନାହିଁ ବୋଲି ଏହି ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ତେବେ ପପୁଙ୍କ ପାପର ପଙ୍କ କେତେ ଗଭୀର ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe