ଖୋଲୁଛି ପପୁଙ୍କ ପାପ ପେଡି : ଫୋନ୍ ଯୋଗେ ଅଭିଯୋଗ ପରେ ଭିଡିଓ ପଠାଇଲେ ଅଭିନେତ୍ରୀ

Advertisment
ଖୋଲୁଛି ପପୁଙ୍କ ପାପ ପେଡି : ଫୋନ୍ ଯୋଗେ ଅଭିଯୋଗ ପରେ ଭିଡିଓ ପଠାଇଲେ ଅଭିନେତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧୀରେ ଧୀରେ ପଦାରେ ପଡୁଛି ଚର୍ଚ୍ଚିତ କମେଡିଆନ୍ ପପୁ ପମପମଙ୍କ ଅସଲି ଚେହେରା  । ଗତକାଲି ଜଣେ ଅଭିନେତ୍ରୀ ପପୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ  । ଆଜି ସେହି ଅଭିନେତ୍ରୀ ଜଣକ ଏକ ଭିଡିଓ ପଠାଇ ନିଜ ଅଭିଯୋଗକୁ ଆହୁରି ଶାଣିତ କରିଛନ୍ତି  । ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ ।

ଏହା ସହ ପପୁଙ୍କ ପୋଲ ଖୋଲ୍ : ଅଭିନେତ୍ରୀଙ୍କ ସାଙ୍ଘାତିକ୍ ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe