କନକ ବ୍ୟୁରୋ : ଏଥର ମିଛ କହିବେ କମେଡି କିଙ୍ଗ୍ । ପୂଜା ବଜାରରେ ଏପରି ଘୋଷଣା କରିଛନ୍ତି ପପୁ ପମ୍ ପମ୍ । ଜେଲରୁ ଫେରିବା ପରେ ଭୁବନେଶ୍ୱର ବଡଗଡ଼ ପୂଜାମଣ୍ଡପରେ ଚାଲିଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ପୁଣି ଥରେ ଆରମ୍ଭ କରିଛନ୍ତି ତାଙ୍କର ଷ୍ଟେଜ୍ ସୋ ଅଭିଯାନ ।
ତାଙ୍କର ଆସୁଥିବା ନୂଆ କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା ସେ କରିଛନ୍ତି । ତାଙ୍କର ନୂଆ କାର୍ଯ୍ୟକ୍ରମ ହେବ - ଏକ୍ସକ୍ୟୁଜ୍ ମି, ଯାହା କହିବି ମିଛ କହିବି । ସେ କହିଛନ୍ତି ସତ କହି ନାମ ନେଇଥିବାରୁ, ଏଥର ମିଛ କହିବି ।.
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/ppp.png)