ପଡୋଶୀ ଖୋଲିଲେ ପପୁଙ୍କ ପୋଲ୍ : କହିଲେ ଝିଅଙ୍କ ଭିଡକୁ ବିରୋଧ କରୁଥିଲେ ପତ୍ନୀ

ଖୋଲୁଛି ପପୁଙ୍କ ପାପ ପେଡି : ଫୋନ୍ ଯୋଗେ ଅଭିଯୋଗ ପରେ ଭିଡିଓ ପଠାଇଲେ ଅଭିନେତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିରୁ ବହିଷ୍କୃତ ହୋଇଛନ୍ତି ପପୁ ପମପମ୍ । ଆଉ ସେପଟେ ଖୋଜିବା ପୂର୍ବରୁ ହୋଇ ଯାଇଛନ୍ତି ଫେରାର୍ । ନାବାଳିକାଙ୍କ ସଂଗୀନ ଅଭିଯୋଗ ପରେ ଅଭିନେତା ପପୁ ପମପମଙ୍କ ପତା ମିଳୁନି । ଶିଶୁ ଅଧିକାର କମିଟିର ଅଭିଯୋଗ ପରେ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ ହୋଇଛି । ସେପଟେ ପପୁ ଷ୍ଟାର ହୋଇଯିବା ପରେ କେମିତି ଚାଲିଥିଲା ତାଙ୍କ କାରବାରö ସେନେଇ କନକ ନ୍ୟୁଜ୍ ଆଉ ଏକ ଚାଂଚଲ୍ୟକର ଖୁଲାସା କରିଛି । ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe