ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିରୁ ବହିଷ୍କୃତ ହୋଇଛନ୍ତି ପପୁ ପମପମ୍ । ଆଉ ସେପଟେ ଖୋଜିବା ପୂର୍ବରୁ ହୋଇ ଯାଇଛନ୍ତି ଫେରାର୍ । ନାବାଳିକାଙ୍କ ସଂଗୀନ ଅଭିଯୋଗ ପରେ ଅଭିନେତା ପପୁ ପମପମଙ୍କ ପତା ମିଳୁନି । ଶିଶୁ ଅଧିକାର କମିଟିର ଅଭିଯୋଗ ପରେ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ ହୋଇଛି । ସେପଟେ ପପୁ ଷ୍ଟାର ହୋଇଯିବା ପରେ କେମିତି ଚାଲିଥିଲା ତାଙ୍କ କାରବାରö ସେନେଇ କନକ ନ୍ୟୁଜ୍ ଆଉ ଏକ ଚାଂଚଲ୍ୟକର ଖୁଲାସା କରିଛି । ଦେଖନ୍ତୁ ଏହି ଏକ୍ସକ୍ଲୁସିଭ୍ ରିପୋର୍ଟ ।
ପଡୋଶୀ ଖୋଲିଲେ ପପୁଙ୍କ ପୋଲ୍ : କହିଲେ ଝିଅଙ୍କ ଭିଡକୁ ବିରୋଧ କରୁଥିଲେ ପତ୍ନୀ
/kanak/media/post_attachments/wp-content/uploads/2016/06/vlcsnap-2016-06-22-18h13m54s033.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)