କନକ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ପାଞ୍ଜି ସମୀକ୍ଷା ବୈଠକ । ସମୀକ୍ଷା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ପଣା ସଂକ୍ରାନ୍ତି ପାଳିତ ହେବ । ୧୩ ଦିନିଆ ଅଣସର ପାଳନ କରାଯିବ । ଚଳିତ ବର୍ଷ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ହେବ ନାହିଁ । ଏହସହ ଚଳିତ ବର୍ଷ ପଞ୍ଚୁକ ୪ ଦିନ ହେବ ।
ଚଳିତ ବର୍ଷ ପଞ୍ଚୁକ ୪ ଦିନ । ହେବନି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ।
/kanak/media/post_attachments/wp-content/uploads/2024/02/28-12.jpg)