କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସନ୍ଧ୍ୟା ୬ଟା ୨୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୩ଟି ଜୋନରୁ ବିଜେଡି ୫୪୯ଟି ଜୋନରେ ଆଗୁଆ ରହିଛି, ବିଜେପି ୩୪ ଏବଂ କଂଗ୍ରେସ ୩୦ ଜୋନରେ ଆଗୁଆ ରହିଛି । ସେହିପରି ୭ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।
ପଞ୍ଚାୟତ ଫଇସଲା: ସନ୍ଧ୍ୟା ୬ଟା ୨୦ ସୁଦ୍ଧାର ଟ୍ରେଣ୍ଡ, ଜାଣନ୍ତୁ କିଏ କେଉଁଠି ଆଗରେ...
/kanak/media/post_attachments/wp-content/uploads/2022/02/43-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)