କନକ ବ୍ୟୁରୋ : ଚଳିତ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ବେଳେ ପ୍ରାର୍ଥୀ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଆନନ୍ଦପୁର ପଂଚାୟତର ସରପଂଚ ପ୍ରାର୍ଥୀ ବିନୋଦିନୀ ବିଶ୍ୱାଳ ବି ଅଭିନବ ଉପାୟ ଆପଣାଇଛନ୍ତି । ନିଜ ନିର୍ବାଚନୀ ଚିହ୍ନ ଛତା ହୋଇଥିବାରୁ ପ୍ରଚାର କରିବା ସମୟରେ ଛତା ଚିହ୍ନକୁ ଯେପରି ନ ଭୁଲନ୍ତି ସେଥିପାଇଁ ସେ ଛତା ଧରି କରୁଛନ୍ତି ପ୍ରଚାର ।
ମାଛ, କେଟିଲ୍ ପରେ ଏବେ ଛତା ପାଳି : ଛତା ଧରି ଭୋଟ୍ ମାଗୁଛନ୍ତି ନିର୍ବାଚନ ଲଢୁଥିବା ସରପଞ୍ଚ ପ୍ରାର୍ଥୀ
/kanak/media/post_attachments/wp-content/uploads/2022/02/10-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)