ପଞ୍ଚାୟତ ଫଇସଲା: ରାତି ସାଢ଼େ ୭ଟା ସୁଦ୍ଧା ଟ୍ରେଣ୍ଡ୍, କିଏ ଆଗରେ କିଏ ପଛରେ? ପଢ଼ନ୍ତୁ...

Advertisment
ପଞ୍ଚାୟତ ଫଇସଲା: ରାତି ସାଢ଼େ ୭ଟା ସୁଦ୍ଧା ଟ୍ରେଣ୍ଡ୍, କିଏ ଆଗରେ କିଏ ପଛରେ? ପଢ଼ନ୍ତୁ...

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ତୃତୀୟ ଦିନରେ ରାତି ୭ଟା ୩୦ ମିନିଟ୍ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ୮୫୧ଟି ଜୋନରୁ ବିଜେଡି ୭୬୧ଟି ଜୋନରେ ଆଗୁଆ ରହିଛି, ବିଜେପି ୪୫ ଏବଂ କଂଗ୍ରେସ ୩୮ ଜୋନରେ ଆଗୁଆ ରହିଛି । ସେହିପରି ୩ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଆଗୁଆ ରହିଥିବାବେଳେ ୪ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଏବେସୁଦ୍ଧା ହୋଇଥିବା ଗଣତିର ଫଳାଫଳ ପ୍ରକାଶ କରାଯାଇଛି । ଏଯାବତ୍ ସଦ୍ୟତମ ତଥ୍ୟ ମୁତାବକ ୮୫୧ ଜୋନ ମଧ୍ୟରୁ ବିଜେଡି ୫୫୩ ଜୋନରେ ବିଜୟୀ, ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୦ଟି ଓ ୬ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe