କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ସାଢ଼େ ୩ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି କଟକରେ ବି ବିଜେଡି ଆଗରେ ରହିଛି । ଆଉ ନିରାଶ କରି କରି ଟ୍ରେଣ୍ଡ ମୁତାବକ ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।
ପଞ୍ଚାୟତ ଫଇସଲା : ପ୍ରାରମ୍ଭିକ ଟ୍ରେଣ୍ଡରେ କଟକରେ କିଏ ଆଗରେ, କିଏ ପଛରେ? ଥରେ ନଜର ପକାଇ ନିଅନ୍ତୁ ଆଜି ଭୋଟ ଗଣତି ହୋଇଥିବା ଜୋନର ଟ୍ରେଣ୍ଡ ଉପରେ । #ElectionsWithKanakNews#PanchayatResults#PanchayatCounting#Odisha#KanakNewspic.twitter.com/QXbCQ8JQUz
— Kanak News (@kanak_news) February 26, 2022
ବର୍ତ୍ତମାନର ଟ୍ରେଣ୍ଡ୍ ମୁତାବକ, କଟକର ମୋଟ୍ ୪୬ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୧ଟିରେ ବିଜେଡି ଆଗୁଆ ରହିଥିବାବେଳେ ‘ପଦ୍ମ’ ପକେଟକୁ ୧ ଏବଂ ‘ହାତ’ ହାତରେ ୧ ଜୋନ୍ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2-52.jpg)