ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଟ୍ରେଣ୍ଡ ଦେଉଛି ବିରୋଧୀଙ୍କୁ ଟେନସନ୍, ଏବେର ଟ୍ରେଣ୍ଡ୍ କ’ଣ ପଢ଼ନ୍ତୁ...

Advertisment
ପଞ୍ଚାୟତ ଫଇସଲା: ଦ୍ୱିତୀୟ ଦିନର ଗଣତି ଜାରି, ଟ୍ରେଣ୍ଡ ଦେଉଛି ବିରୋଧୀଙ୍କୁ ଟେନସନ୍, ଏବେର ଟ୍ରେଣ୍ଡ୍ କ’ଣ ପଢ଼ନ୍ତୁ...

କନକ ବ୍ୟୁରୋ: ଦ୍ୱିତୀୟ ଦିନର କାଉଣ୍ଟିଂ ଜାରି, ପ୍ରାରମ୍ଭିକ ଟ୍ରେଣ୍ଡ୍ ନେତାଙ୍କୁ ଦେଉଛି ଟେନସନ୍, ପ୍ରାର୍ଥୀଙ୍କ ସହ ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଦିନ ୧୨ଟା ୩୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୨୨୮ଟି ଜୋନରେ ଆଗୁଆ ରହିଛି, ବିଜେପି ୨୬ ଏବଂ କଂଗ୍ରେସ ୧୬ ଜୋନରେ ଆଗୁଆ ରହିଥିବାବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୧ ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ନିରାଶ କରି କରି ଟ୍ରେଣ୍ଡ ମୁତାବକ ପଛରେ ପଡ଼ିଛି ‘ପଦ୍ମ’ । ୨୦୧୭ର ରେଜଲ୍ଟକୁ ରିପିଟ୍ କରିବାକୁ ଦମ୍ଭୋକ୍ତି ବାଢୁଥିବା ବିଜେପି ଟ୍ରେଣ୍ଡ୍ ହିସାବରେ ପଛରେ ପଡ଼ିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe