କେନ୍ଦ୍ରାପଡା : କେନ୍ଦ୍ରାପଡା ପାଟକୁରାରେ ଆଜି ହେଉଛି ମତଦାନ । ଗତକାଲି ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ଅନ୍ତର୍ଗତ ୧୧ନମ୍ବର ବୁଥ୍ ଜବରଦଖଲ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଭୋଟିଂ ବନ୍ଦ କରି ଦିଆଯାଇଥିଲା । ଏହାପରେ ଆଜି ସକାଳ ୭ଟାରୁ ପୁଣି ମତଦାନ ଆରମ୍ଭ ହୋଇଛି । ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ।
କେନ୍ଦ୍ରାପଡା ପାଟକୁରାରେ ଆଜି ହେଉଛି ସାନି ମତଦାନ
/kanak/media/post_attachments/wp-content/uploads/2017/02/vlcsnap-2017-02-18-09h36m35s560.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)