ବାଜିଲା ପଂଚାୟତ ବିଗୁଲ୍ : ଭୋଟ୍ ପାଇଁ ପ୍ରସ୍ତୁତ ଥିବା ଜଣାଇଲେ ସରକାର

21

କନକ ବ୍ୟୁରୋ : ରାଜଧାନୀରେ ରାଜନୈତିକ ଦଙ୍ଗା ଭିତରେ ପଚାଂୟତ ନିର୍ବାଚନ ପାଇଁ ବିଗୁଲ୍ ବଜାଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଦେଇଛନ୍ତି । ଖୁବ୍ ଶୀଘ୍ର ଲାଗୁ ହେବ ଆଚରଣବିଧି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାସେ କାଳ ବିଭିନ୍ନ ଜିଲ୍ଲା ଗସ୍ତ କରି ଉଦଘାଟନ ଓ ଶିଳାନ୍ୟାସ ସାରିଥିବାବେଳେ ପଂଚାୟତ ଭୋଟରଙ୍କୁ ପ୍ରଭାବିତ କଲା ଭଳି ପଦକ୍ଷେପ ନେବାକୁ ପଛାଇ ନାହାନ୍ତି । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –