ବାଜିଲା ପଂଚାୟତ ବିଗୁଲ୍ : ଭୋଟ୍ ପାଇଁ ପ୍ରସ୍ତୁତ ଥିବା ଜଣାଇଲେ ସରକାର

6

କନକ ବ୍ୟୁରୋ : ରାଜଧାନୀରେ ରାଜନୈତିକ ଦଙ୍ଗା ଭିତରେ ପଚାଂୟତ ନିର୍ବାଚନ ପାଇଁ ବିଗୁଲ୍ ବଜାଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଦେଇଛନ୍ତି । ଖୁବ୍ ଶୀଘ୍ର ଲାଗୁ ହେବ ଆଚରଣବିଧି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାସେ କାଳ ବିଭିନ୍ନ ଜିଲ୍ଲା ଗସ୍ତ କରି ଉଦଘାଟନ ଓ ଶିଳାନ୍ୟାସ ସାରିଥିବାବେଳେ ପଂଚାୟତ ଭୋଟରଙ୍କୁ ପ୍ରଭାବିତ କଲା ଭଳି ପଦକ୍ଷେପ ନେବାକୁ ପଛାଇ ନାହାନ୍ତି । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.