ପ୍ରଚାର ପୋଷ୍ଟର ଚିରାକୁ ନେଇ ବସ୍ତାରେ ହିଂସାକାଣ୍ଡ : କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର

Advertisment
ପ୍ରଚାର ପୋଷ୍ଟର ଚିରାକୁ ନେଇ ବସ୍ତାରେ ହିଂସାକାଣ୍ଡ : କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ହିଂସା । କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର । ପୋଷ୍ଟର ଚିରିବା ନେଇ ବିଜେଡି ସମର୍ଥକଙ୍କ ସହ କଂଗ୍ରେସ ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଛନ୍ତିି । ଏଭଳି ହିଂସା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗାଁରେ ।

ଗଣ୍ଡଗୋଳରେ ଉକ୍ତ ଗାଁର ବସନ୍ତ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଗତକାଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ଚିରିଦେବାରୁ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe