ପଞ୍ଚାୟତ ନିର୍ବାଚନ : ଦୁଇ ମାସର ଶିଶୁକୁ ଧରି ଭୋଟ ଭିକ୍ଷା କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

Advertisment
ପଞ୍ଚାୟତ ନିର୍ବାଚନ : ଦୁଇ ମାସର ଶିଶୁକୁ ଧରି ଭୋଟ ଭିକ୍ଷା କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ

କନକ ବ୍ୟୁରୋ : ୨ ମାସର ଶିଶୁକୁ କୋଳରେ ଧରି ଘର ଘର ବୁଲି ଭୋଟ ଭିକ୍ଷା କରୁଛି ମାଆ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଆଳୁମେଦା ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ପଂଚାୟତ ସମିତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ମାଳତୀ ମାଝି । ୨ ମାସର ଶିଶୁକୁ ଧରି ପଂଚାୟତରେ ଘରକୁ ଘର ବୁଲି ଗାଁର ସମସ୍ୟା ସମାଧାନ ପାଇଁ ଅଂଟା ଭିଡ଼ିଛନ୍ତି ମାଳତୀ । ବିଜୟୀ ହେଲେ ସମସ୍ତଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe