କନକ ବ୍ୟୁରୋ : ୨ ମାସର ଶିଶୁକୁ କୋଳରେ ଧରି ଘର ଘର ବୁଲି ଭୋଟ ଭିକ୍ଷା କରୁଛି ମାଆ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଆଳୁମେଦା ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ପଂଚାୟତ ସମିତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ମାଳତୀ ମାଝି । ୨ ମାସର ଶିଶୁକୁ ଧରି ପଂଚାୟତରେ ଘରକୁ ଘର ବୁଲି ଗାଁର ସମସ୍ୟା ସମାଧାନ ପାଇଁ ଅଂଟା ଭିଡ଼ିଛନ୍ତି ମାଳତୀ । ବିଜୟୀ ହେଲେ ସମସ୍ତଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି ।
ପଞ୍ଚାୟତ ନିର୍ବାଚନ : ଦୁଇ ମାସର ଶିଶୁକୁ ଧରି ଭୋଟ ଭିକ୍ଷା କରୁଛନ୍ତି ସମିତି ସଭ୍ୟ ପ୍ରାର୍ଥୀ
/kanak/media/post_attachments/wp-content/uploads/2022/02/36-5.jpg)