ବେଲପଡାରେ ପାଟଣାଗଡ଼ ବିଧାୟକଙ୍କୁ ଘେରିଗଲେ ଲୋକ : କ’ଣ କାମ କରିଛ ବୋଲି ପ୍ରଶ୍ନ କରିବାରୁ ଭୁଲ ମାଗିଲେ ସରୋଜ ମେହେର

Advertisment
ବେଲପଡାରେ ପାଟଣାଗଡ଼ ବିଧାୟକଙ୍କୁ ଘେରିଗଲେ ଲୋକ : କ’ଣ କାମ କରିଛ ବୋଲି ପ୍ରଶ୍ନ କରିବାରୁ ଭୁଲ ମାଗିଲେ ସରୋଜ ମେହେର

କନକ ବ୍ୟୁରୋ : ପ୍ରଚାର ବେଳେ ହଟହଟା ହେଲେ ପାଟଣାଗଡ଼ ବିଧାୟକ । ସରୋଜ ମେହେରଙ୍କୁ ଘେରିଲେ ଲୋକେ । ବିଧାୟକଙ୍କୁ ଜବାବ ମାଗିଲେ ଜନତା । ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରଚାର ପାଇଁ ବେଲପଡ଼ା ବ୍ଲକ କାନ୍ଦେନଝୁଲା ଗାଁକୁ ଯାଇଥିଲେ । ଏହି ସମୟରେ ଲୋକେ ତାଙ୍କୁ ଘେରି ଯାଇଥିଲେ ।

ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଥିଲେ ଲୋକେ । ବିଧାୟକ ହେବା ପରେ ସେ ଲୋକଙ୍କ ପାଇଁ କୌଣସି କାମ କରିଥିବା ଅଭିଯୋଗ କରିଥିଲେ । ଆଉ ମଣିଷ ମାତ୍ରକେ ଭୁଲ ହୋଇଯାଏ ବୋଲି ବିଧାୟକ କହିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe