କନକ ବ୍ୟୁରୋ : ପ୍ରଚାର ବେଳେ ହଟହଟା ହେଲେ ପାଟଣାଗଡ଼ ବିଧାୟକ । ସରୋଜ ମେହେରଙ୍କୁ ଘେରିଲେ ଲୋକେ । ବିଧାୟକଙ୍କୁ ଜବାବ ମାଗିଲେ ଜନତା । ପାଟଣାଗଡ଼ ବିଧାୟକ ସରୋଜ ମେହେର ପ୍ରଚାର ପାଇଁ ବେଲପଡ଼ା ବ୍ଲକ କାନ୍ଦେନଝୁଲା ଗାଁକୁ ଯାଇଥିଲେ । ଏହି ସମୟରେ ଲୋକେ ତାଙ୍କୁ ଘେରି ଯାଇଥିଲେ ।
ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଥିଲେ ଲୋକେ । ବିଧାୟକ ହେବା ପରେ ସେ ଲୋକଙ୍କ ପାଇଁ କୌଣସି କାମ କରିଥିବା ଅଭିଯୋଗ କରିଥିଲେ । ଆଉ ମଣିଷ ମାତ୍ରକେ ଭୁଲ ହୋଇଯାଏ ବୋଲି ବିଧାୟକ କହିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/2-17.jpg)