ପଞ୍ଚାୟତ ଫଇସଲା: ଦିନ ୩ଟାର ଟ୍ରେଣ୍ଡ୍ କହୁଛି...ମାଲକାନଗିରିରେ ବିଜେଡି ବଢୁଛି...

Advertisment
ରୋଚକ ହେଉଛି ଦଶପଲ୍ଲାର ରାଜନୀତି । ବିଜେଡି ବିଜେପି ଆଉ ସ୍ୱାଭିମାନ ମଞ୍ଚ ଭିତରେ ଟଣା ଓଟରା

କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡରେ ବଦଳୁଛି ରାଜନୀତି, ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଦିନ ୩ଟା ୧୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ କହୁଛି ମାଲକାନଗିରିରେ ମାଡ଼ି ଚାଲିଛି ବିଜେଡି, ପଛରେ ପଡ଼ିଛି ‘ପଦ୍ମ’ । ଏବେଯାଏଁ ‘ହାତ’କୁ ଉଠାଇ ଖାତା ଖୋଲିପାରିନି କଂଗ୍ରେସ । ତେବେ ସଦ୍ୟ ଟ୍ରେଣ୍ଡ ମୁତାବକ, ସୁନ୍ଦରଗଡରେ ବିଜେଡି ୭ଟି ଜୋନରେ ଆଗୁଆ ରହିଥିବାବେଳେ ବିଜେପି ଏବଂ କଂଗ୍ରେସ ଖାତା ଖୋଲିପାରି ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe