ପଞ୍ଚାୟତ ଫଇସଲା, ପଛରେ ବିରୋଧୀ ! ରାତି ୮ଟା ୪୫ ସୁଦ୍ଧା କିଏ ଆଗରେ କିଏ ପଛରେ ପଢ଼ନ୍ତୁ...

Advertisment
ପଞ୍ଚାୟତ ଫଇସଲା: ଚାଲିଛି ଦ୍ୱିତୀୟ ଦିନର ଗଣତି... ବଦଳୁଛି ଟ୍ରେଣ୍ଡ୍, ତଥାପି ଆଗରେ ବିଜେଡି ।

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ରାତି ୮ଟା ୪୫ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେଡି ୨୭୯ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୭ ଏବଂ କଂଗ୍ରେସ ୧୪ଟି ଜୋନରେ ଆଗେଇ ଚାଲିଛି । ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ଯେଉଁ ଯେଉଁ ଆସନରେ ୨୦୧୭ରେ ବିଜେପି ବା କଂଗ୍ରେସ ବାଜିମାତ୍ କରିଥିଲେ ସେଠାରେ ଏବେ ଆସୁଥିବା ଟ୍ରେଣ୍ଡ ହିସାବରେ ପୂରା ପଛରେ ପଡ଼ି ଯାଇଛି ବିରୋଧୀ ।<

/p>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe