ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ : କରାଚିରେ ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲି ; ପାକିସ୍ତାନ ତେହରିକ-ଏ-ଇନସାଫ ଓ ନେତାଙ୍କ ବିରୋଧରେ ଏକାଠି ହେଲେ ପ୍ରତିପକ୍ଷ

ପୂର୍ବରୁ ଗୁଜରନୱାଲାରେ ହୋଇଥିବା ବିକ୍ଷୋଭ

166

କନକ ବ୍ୟୁରୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟ ଗଣତି ଆରମ୍ଭ ହୋଇଯାଇଛି । କାରଣ କରାଚିରେ ବାହାରିଛି ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲି । ସମସ୍ତ ପ୍ରତିପକ୍ଷ ଦଳ ଏକାଠି ହୋଇ ଶାସକ ପାକିସ୍ତାନ ତେହରିକ-ଏ-ଇନସାଫ ଓ ଏହାର ନେତାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ।

ମିଳିତ ସଭା କରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।  ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ ହୋଇଛି । କରାଚିରେ ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲି । ପାକିସ୍ତାନ ତେହରିକ-ଏ-ଇନସାଫ ଓ ନେତାଙ୍କ ବିରୋଧରେ ଏକାଠି ହେଲେ ପ୍ରତିପକ୍ଷ ।

Comments are closed.