କନକ ବ୍ୟୁରୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟ ଗଣତି ଆରମ୍ଭ ହୋଇଯାଇଛି । କାରଣ କରାଚିରେ ବାହାରିଛି ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲି । ସମସ୍ତ ପ୍ରତିପକ୍ଷ ଦଳ ଏକାଠି ହୋଇ ଶାସକ ପାକିସ୍ତାନ ତେହରିକ-ଏ-ଇନସାଫ ଓ ଏହାର ନେତାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ।
ମିଳିତ ସଭା କରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ ହୋଇଛି । କରାଚିରେ ସଂଯୁକ୍ତ ବିରୋଧୀ ମୋର୍ଚ୍ଚାର ବିଶାଳ ରାଲି । ପାକିସ୍ତାନ ତେହରିକ-ଏ-ଇନସାଫ ଓ ନେତାଙ୍କ ବିରୋଧରେ ଏକାଠି ହେଲେ ପ୍ରତିପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-22.jpg)