https://www.sentinelassam.com
source : Jansattaଯେଉଁ କୋଠା ଗୁଡିକୁ ଜୈସ୍ ମଦ୍ରାସା ଭାବେ ବ୍ୟବହାର କରି ଆତଙ୍କୀ ଟ୍ରେନିଂ ଦେଉଥିଲା , ସେଠାକୁ କୌଣସି ମିଡିଆକୁ କିନ୍ତୁ ଯିବାକୁ ଦେଉନି ପାକିସ୍ତାନ । ବାଲାକୋଟର କ୍ଷତିଗ୍ରସ୍ତ ଅଂଚଳକୁ ଯୋଗାଯୋଗ କରୁଥିବା ସମସ୍ତ ରାସ୍ତାରେ କଡା ପହରା ଦେଉଛନ୍ତି ପାକ୍ ସେନା । ଯେପରିକି କେହି ସେଠାକୁ ଯାଇ ଗ୍ରାଉଣ୍ଡ ଜିରୋର ବାସ୍ତବ ତଥ୍ୟ ନପାଆନ୍ତୁ । ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ ଏୟାରଷ୍ଟ୍ରାଇକ୍ କରିବା ପରେ, ଭାରତ ଦାବି କରିଥିଲା ପ୍ରାୟ ୩୦୦ରୁ ଅଧିକ ଆତଙ୍କୀ ନିପାତ୍ ହୋଇଥିଲେ । ତେବେ ପାକ୍ ଏହାକୁ ଖଣ୍ଡନ କରିବା ସହ , ନିଜ ଇଛା ଅନୁସାରେ ଫଟୋ ଗଣମାଧ୍ୟମକୁ ଦେଇ, କିଛି ବି କ୍ଷତିହୋଇନଥିବା ଜଣାଇବାକୁ ଉଦ୍ୟମ କରୁଛି ।
Follow Us