କନକ ବ୍ୟୁରୋ: ପାକିସ୍ତାନ ଦୁର୍ଦ୍ଦର୍ଶା ବଖାଣିଲେ ପାକିସ୍ତାନର ସାଂସଦ । ଭାରତର ଉଦାହରଣ ଦେଇ ପାକିସ୍ତାନ ଥିବା ବିଭିନ୍ନ ମସସ୍ୟାର ଗୁମର ଖୋଲିଛନ୍ତି ପାକିସ୍ତାନର ସାଂସଦ ମୁସ୍ତାଫା କମଲ । ବୁଧବାର ପାକିସ୍ତାନର ସଂସଦରେ ମୁସ୍ତାଫା ଦେଇଥିବା ଭାଷଣ ଏବେ ଇଂଟରନେଟରେ ଭାଇରାଲ ହେଉଛି । ଯେଉଥିରେ ସେ କହୁଛନ୍ତି, ଯେତେବେଳେ ଚନ୍ଦଯାନ-୩ ମିଶନ ସଫଳତା ପାଇଁ ଭାରତ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟୁଛି ସେତେବେଳେ ପାକିସ୍ତାନରେ ପିଲା ରାସ୍ତାକଡରେ ଥିବା ନାଳରେ ପଡି ମୃତ୍ୟୁବରଣ କରୁଛନ୍ତି । କରାଚିରେ ପିଇବା ପାଣି ମିଳୁନାହିଁ । ଭାରତୀୟ ମାନେ ଯେତେବେଳେ ବିଶ୍ୱର ଟପ ୨୫ କମ୍ପାନୀୟ ସିଇଓ ହୋଇଛନ୍ତି ସେତେବେଳେ ପାକିସ୍ତାନରେ ୨ କୋଟି ୬୦ ଲକ୍ଷ ପିଲା ସ୍କୁଲ ଯାଉନାହାଁନ୍ତି ।
ଭାରତକୁ ପାକିସ୍ତାନର ସାଂସଦ ମୁସ୍ତାଫା କମଲଙ୍କ ପ୍ରଶଂସା: ଚନ୍ଦ୍ରଯାନ-୩ର ସଫଳତାର କଥା କହି ବଖାଣିଲେ ପାକିସ୍ତାନର ଦୁର୍ଦ୍ଦଶା
/kanak/media/post_attachments/wp-content/uploads/2024/05/syedkm.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)