ପାକିସ୍ତାନ ମନ୍ତ୍ରୀ କହିଲେ ‘ଗାର୍ଲିକ ମାନେ ଅଦା’ । ଭାଇରାଲ ହେଲା ଭିଡିଓ ।

Advertisment
ପାକିସ୍ତାନ ମନ୍ତ୍ରୀ କହିଲେ ‘ଗାର୍ଲିକ ମାନେ ଅଦା’ । ଭାଇରାଲ ହେଲା ଭିଡିଓ ।

କନକ ବ୍ୟୁରୋ: ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ପୁଣି ଥରେ ଚର୍ଚ୍ଚାରେ । ଏଥର କୌଣସି ମନ୍ତବ୍ୟକୁ ନେଇ ନୁହେଁ । ବରଂ ଗୋଟିଏ ଶବ୍ଦର ଭୁଲ ଅର୍ଥ କହି ଲୋକହସା ହୋଇଛନ୍ତି । କଥା ହେଉଛି, ଦରଦାମ ବୃଦ୍ଧି ନେଇ ଏକ ପ୍ରେସ୍ କନଫରେନ୍ସ କରୁଥିବାବେଳେ କହିଥିଲେ ‘ ଗାର୍ଲିକ ମତଲବ ଅଦରକ’ ।’ଗାର୍ଲିକ ମାନେ ଅଦା । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସେଠାରେ ଉପସ୍ଥିତ ଲୋକେ ଗାର୍ଲିକ ମାନେ ରସୁଣ କହିବା ପରେ ବି ବୁଝିନଥିଲେ ମନ୍ତ୍ରୀ । ବାରମ୍ବାର କହିଥିଲେ ‘ଗାର୍ଲିକ ମାନେ ଅଦା’ ।ଶୁଣନ୍ତୁ କିପରି କହିଛନ୍ତି ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe