ସଙ୍କଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତୋଷଖାନା ଘୋଟାଲା ମାମଲାରେ ଜାମିନିବିହୀନ ଗିରଫ ପରୱାନ ଜାରି

Advertisment
ସଙ୍କଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତୋଷଖାନା ଘୋଟାଲା ମାମଲାରେ ଜାମିନିବିହୀନ ଗିରଫ ପରୱାନ ଜାରି

କନକ ବ୍ୟୁରୋ : କୌଣସି ସମୟରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନା ଦୁର୍ନୀତି ମାମଲାରେ ଇସଲାମବାଦ କୋର୍ଟ ଇମ୍ରାନଙ୍କ ନାଁରେ ଜାମିନବିହୀନ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ମଙ୍ଗଳବାର ୪ଟି ମାମଲାରେ ଏକାସହ ଶୁଣାଣି କରିଥିଲେ କୋର୍ଟ । ଅନ୍ୟ ୩ଟି ମାମଲାରେ ଇମ୍ରାନଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ତୋଷଖାନା ମାମଲାରେ ବଢିଛି ତାଙ୍କ ପାଇଁ ସମସ୍ୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe