ରାଜସ୍ଥାନର ଜୟସଲମେରରୁ ଆଜି ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ସେ କାମ କରୁଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଗୁପ୍ତଚରର ନାଁ ନବାବ ଖାନ୍। ଭାରତ ପାକିସ୍ତାନ ସୀମା ନିକଟସ୍ଥ ଜୟସଲମେରର ସାମ୍ ଅଞ୍ଚଳରେ ତା’ ଘର। କିନ୍ତୁ ଖାନ୍ ଟଙ୍କା ଲୋଭରେ ପାକ୍ ଆଇଏସଆଇ ପାଇଁ କାମ କରୁଥିଲା ବୋଲି ଜଣାପଡ଼ିଛି।
NDTV.comଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଉମେଶ ମିଶ୍ରଙ୍କ କହିବା ଅନୁଯାୟୀ ଖାନ୍ ପାକିସ୍ତାନରେ ଥିବା ଗୁଇନ୍ଦା ଅଧିକାରୀମାନଙ୍କୁ ହ୍ବାଟ୍ସଆପରେ କୋଡ୍ ମାଧ୍ୟମରେ ଖବର ପଠାଉଥିଲା। ଗତ ବର୍ଷ ସେ ପାକିସ୍ତାନ ଯାଇଥିଲା ଏବଂ ଆଇଏସଆଇର ଜଣେ ଏଜେଣ୍ଟ୍ ତାକୁ ତାଲିମ୍ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/ARREST_2540291b_1.jpg)