ପଦ୍ମାବତୀ ସୁଟିଂ ସେଟରେ ଅଘଟଣ

ପଦ୍ମାବତୀ ସୁଟିଂ ସେଟରେ ଅଘଟଣ

photo curtesy: mid-day.com

କନକ ବ୍ୟୁରୋ: ବଲିଉଡ ଫିଲ୍ମ ପଦ୍ମାବତୀର ରିଲିଜ କୁ ନେଇ ଚର୍ଚା ଜୋର ଧରିଥିବା ବେଳେ ଏହାର ସୁଟିଙ୍ଗ ସେଟରେ ଅଘଟଣ ଘଟିଥିବା ଜଣାପଡିଛି । ସୁଟିଙ୍ଗ ସେଟରେ ଏକ ଦୁର୍ଘଟଣାରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତ ବ୍ୟକ୍ତିଙ୍କର ନାମ ମୁକେଶ ଡାକିଆ ଏବଂ ତାଙ୍କର ବୟସ ୩୪ ବର୍ଷ ବୋଲି ପୋଲିସ ସୁଚନା ଦେଇଛି । ୫ ଫୁଟ ଉପରେ ଏକ ଚିତ୍ର ପେଂଟିଙ୍ଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପରେ ତାଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe