କନକ ବ୍ୟୁରୋ: ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ହେବ । ୨୩ ରାଉଣ୍ଡରେ ହେବ ପୂରା ଗଣତି ପ୍ରକ୍ରିୟା । ଏନେଇ ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । ସେହିଭଳି ସକାଳା ୮ଟା ୩୦ରେ ଆରମ୍ଭ ହେବ ଇଭିଏମର ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ ।
ପଦ୍ମପୁର ଉପନିର୍ବାଚନ ଗଣତି: ୧୪ ଟେବୁଲରେ ୨୩ ରାଉଣ୍ଡରେ ହେବ ଗଣତି ।
/kanak/media/post_attachments/wp-content/uploads/2022/12/Collage-Maker-07-Dec-2022-01.28-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)