ନିଆଳିରୁ ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର: ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଗଲା ନବବସ୍ତ୍ର ଓ ଅଷ୍ଟମୀଭାର

Advertisment
ନିଆଳିରୁ ଶ୍ରୀମନ୍ଦିର ଅଭିମୁଖେ ପୋଢୁଆଁ ଭାର: ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଗଲା ନବବସ୍ତ୍ର ଓ ଅଷ୍ଟମୀଭାର

କନକ ବ୍ୟୁରୋ: ନିଆଳିରୁ ଶ୍ରୀମନ୍ଦିରକୁ ଯିବ ପୋଢୁଅଁ ଭାର । ନିଆଳିର ମାଧବାନନ୍ଦ ଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀଭାର । ଏବେ ପୂଜାର୍ଚ୍ଚନା ଚାଲିଛି । ଅଳ୍ପ ସମୟ ମଧ୍ୟରେ ପୋଢୁଅଁ ଭାର ଶ୍ରୀମନ୍ଦର ଅଭିମୁଖେ ବାହାରିବେ । ନିଆଳି ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । ସେଥô୍ପାଇଁ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଚଂଳ । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥô୍ରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆବସ୍ତ୍ର, ଲାଗିହେବ ସ୍ୱତନ୍ତ୍ର ଭୋଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe