କନକ ବ୍ୟୁରୋ : ୧୦ ଦଫା ଦାବି ନେଇ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନିଖିଳ ଓଡ଼ିଶା ମଧ୍ୟାନ୍ନ ଭୋଜନ ପାଚକ-ପାଚିକା ମହାସଂଘର ଧାରଣା । ମହାସଂଘର ହଜାର ହଜାର କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଦରମା ବୃଦ୍ଧି, ବକେୟା ଟଙ୍କା ପ୍ରଦାନ ଏବଂ ପେନସନ ଭଳି ଦାବି କରି ଆନ୍ଦୋଳନ କରିଛନ୍ତି କର୍ମଚାରୀ । ଅନ୍ୟପଟେ ଦିନକୁ ମିଳୁଥିବା ୪୬ ଟଙ୍କା ୬୬ ପଇସାରେ ପରିବାର କେମିତି ଚଳିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
୪୬ ଟଙ୍କା ୬୬ ପଇସାରେ ଚଲିବୁ କେମିତି ? ୧୦ ଦଫା ଦାବି ନେଇ ପାଚକ-ପାଚିକାଙ୍କ ଧାରଣା
/kanak/media/post_attachments/wp-content/uploads/2023/10/juhmnujhn.jpg)