କନକ ବ୍ୟୁରୋ: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ଶିକ୍ଷାନୁଷ୍ଠାନ ବନ୍ଦ । ରାଜଧାନୀ ଉପକଣ୍ଠ ପଳାସପଲ୍ଲୀରେ ଥିବା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଂଟକୁ ବନ୍ଦ କରିଛି ବିଏମସି । କୋଭିଡ ଗାଇଡ ଲାଇନକୁ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜରେ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛି ଜୋନାଲ ଏନଫୋର୍ସମେଂଟ ଟିମ୍ ।
ରାଜ୍ୟରେ କରୋନା ବଢୁଥିବା ବେଳେ ଏବେ ପୁଣି ନିୟମ କଡାକଡି କରାଯାଇଛି । ଭୁବନେଶ୍ୱରରେ ଅଧିକ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାପରେ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ନିୟମକୁ କଡାକଡି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Rc1d0e97f799da20113523f9ba91d74de.jpg)