କରୋନା ସଂକ୍ରମଣ ପାଇଁ ଥରକୁ ଥର ହେଉଛି ଲକଡାଉନ୍ : ଏଯାଏଁ ଖୋଲୁନି ମଲ୍, ବଢୁଛି କର୍ମଚାରୀଙ୍କ ସମସ୍ୟା; କହିଲେ, ଅଧା ଦରମାରେ କେମିତି ଚଳିବ ପରିବାର

କରୋନା ସଂକ୍ରମଣ ପାଇଁ ଥରକୁ ଥର ହେଉଛି ଲକଡାଉନ୍ : ଏଯାଏଁ ଖୋଲୁନି ମଲ୍, ବଢୁଛି କର୍ମଚାରୀଙ୍କ ସମସ୍ୟା; କହିଲେ, ଅଧା ଦରମାରେ କେମିତି ଚଳିବ ପରିବାର

କନକ ବ୍ୟୁରୋ : କରୋନା କଟକଣା ପାଇଁ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବ୍ୟାପାର ଗଭୀର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଅନଲକ କରୁଥିବା ବେଳେ ରେଷ୍ଟୁରାଂଟ ଖୋଲିବା ଉପରେ କଟକଣା ରହିଛି । ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ରହିଛି । କରୋନା ସ୍ଥିତି ଯୋଗୁ ରେଷ୍ଟୁରାଂଟର ମାଲିକମାନେ ବ୍ୟାପକ କ୍ଷତି ସହିଛନ୍ତି । ତେଣୁ ରେଷ୍ଟୁରାଂଟକୁ ସମ୍ପୁର୍ଣ୍ଣଭାବେ ଖୋଲିବା ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe