କନକ ବ୍ୟୁରୋ: କାଲିଠାରୁ ବିନା ୟୁନିଫର୍ମରେ ସ୍କୁଲ ଯିବେ ପ୍ରାଥମିକ ଶିକ୍ଷକ । ସରକାର ଏବଂ ପ୍ରାଥମିକ ଶିକ୍ଷକ ସଂଘର ବୈଠକରେ କୌଣସି ନିଷ୍ପତ୍ତି ବାହାରିପାରିଲା ନାହିଁ । ତେଣୁ ଆସନ୍ତା କାଲିଠାରୁ ବିନା ୟୁନିଫର୍ମରେ ସ୍କୁଲ ଯିବେ ଶିକ୍ଷକ । ବୈଠକ ପରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଏନେଇ ସୂଚନା ଦେଇଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କହିଲେ ଶିକ୍ଷକଙ୍କୁ ଅନୁରୋଧ ୟୁନିଫର୍ମ ବର୍ଜନ କରନ୍ତୁ ନାହିଁ ଶିକ୍ଷକ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us