କନକ ବ୍ୟୁରୋ: ଶକ୍ତି ଗୋଟାଉଛି ରେଙ୍ଗାଲି ବିଜେଡି । ରେଙ୍ଗାଲିରେ ବିଜେଡିରେ ମିଶିଲେ ଅନ୍ୟ ଦଳରୁ ୩୦ରୁ ଅଧିକ କର୍ମୀ । ୩ଟି ପଞ୍ଚାୟତର ୩୦ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଶାଲ ଦାସଙ୍କ ଉପସ୍ଥିତିରେ ଓ ରେଙ୍ଗାଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କ ନେତୃତ୍ୱରେ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି ।
ଶକ୍ତି ଗୋଟାଉଛି ରେଙ୍ଗାଲି ବିଜେଡି । ବିଜେଡିରେ ମିଶିଲେ ବିରୋଧୀ ଦଳର ୩୦ରୁ ଅଧିକ କର୍ମୀ ।
/kanak/media/post_attachments/wp-content/uploads/2024/04/rengali.jpg)