ରାସ୍ତା କଡ଼ରେ ରାସନ କାର୍ଡ ! କେନ୍ଦୁଝର ଅଂଚଳର ରାସନ୍ କାର୍ଡ ଢେଙ୍କାନାଳରେ ମିଳିବା ନେଇ ଦେଖାଦେଇଛି ସନ୍ଦେହ

ରାସ୍ତା କଡ଼ରେ ରାସନ କାର୍ଡ ! କେନ୍ଦୁଝର ଅଂଚଳର ରାସନ୍ କାର୍ଡ ଢେଙ୍କାନାଳରେ ମିଳିବା ନେଇ ଦେଖାଦେଇଛି ସନ୍ଦେହ

କନକ ବ୍ୟୁରୋ : ରାସ୍ତା ଉପରେ ଠାବ ହେଲା ଶତାଧିକ ରାସନ କାର୍ଡ । ଢେଙ୍କାନାଳ ମିନି ଷ୍ଟାଡିୟମ ନିକଟ ରାସ୍ତାରେ ଶତାଧିକ ରାସନ କାର୍ଡ ପଡିରହିଥିବା ଦେଖିବାକୁ ମିଳିଥିଲା । ରାସ୍ତାରୁ ଠାବ ହୋଇଥିବା ପ୍ରାୟ ୨ଶହରୁ ଅଧିକ ରାସନ କାର୍ଡ କେନ୍ଦୁଝର ଅଂଚଳର ବୋଲି ଜଣାପଡିଛି ।

ତେବେ କେନ୍ଦୁଝର ଅଂଚଳର ଏତିକି ସଂଖ୍ୟକ ରାସନ କାର୍ଡ ଢେଙ୍କାନାଳରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ରାସନ କାର୍ଡ ଜବତ ଘଟଣାରେ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଇନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe