କନକ ବ୍ୟୁରୋ : କଟକ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ଫରୀକ୍ଷା ଫଳ ପ୍ରକାଶ ଠିକ୍ ଭାବେ ହୋଇନଥିବା ଦର୍ଶାଇ ପ୍ରତିବାଦ କରିଛନ୍ତି ପରିକ୍ଷାର୍ଥୀ । ଗୁରୁବାର ଓଟିଇଟି ପରୀକ୍ଷା ଫଳ ବାହାରିଥିବା ବେଳେ ଏଥିରେ ତ୍ରୁଟି ହୋଇଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି ।