ହ୍ୟାକ ଘଟଣା ସାମନାକୁ ଆସିବା ପରେ ବନ୍ଦ ହେଲା ଓଏସଏସସି ୱେବସାଇଟ

ହ୍ୟାକ ଘଟଣା ସାମନାକୁ ଆସିବା ପରେ ବନ୍ଦ ହେଲା ଓଏସଏସସି ୱେବସାଇଟ

ଭୁବନେଶ୍ୱର:ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକ ଘଟଣାର ହେବ ତଦନ୍ତ । କ୍ରାଇମବ୍ରାଂଚ ସାଇବର ସେଲରେ ମାମଲା ରୁଜୁ କରାଯିବ । ଷ୍ଟେଟ ଡାଟା ସେଂଟରୁ ତଥ୍ୟ ମିିଳିବା ପରେ ମାମଲା ରୁଜୁ କରାଯିବ ବୋଲି ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କେତେ ପ୍ରତିଶତ ଡାଟା ନଷ୍ଟ  ହୋଇଛି ସେ ନେଇ ତଥ୍ୟ ମଗାଯାଇଛି । କିଏ ଓ କାହିଁକି ହ୍ୟାକ କରିଛି ସେ ନେଇ ତଦନ୍ତ କରାଯିବ ବୋଲି ଓଏସଏସସି ଅଧ୍ୟକ୍ଷ ଭବାନୀ ଶଙ୍କର ଦାସ ସୂଚନା ଦେଇଛନ୍ତି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକକୁ ଫିଲିପାଇନ ସାଇବର ସିଣ୍ଡିକେଟ ହ୍ୟାକ କରିଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe