ଭୁବନେଶ୍ୱର:ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକ ଘଟଣାର ହେବ ତଦନ୍ତ । କ୍ରାଇମବ୍ରାଂଚ ସାଇବର ସେଲରେ ମାମଲା ରୁଜୁ କରାଯିବ । ଷ୍ଟେଟ ଡାଟା ସେଂଟରୁ ତଥ୍ୟ ମିିଳିବା ପରେ ମାମଲା ରୁଜୁ କରାଯିବ ବୋଲି ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କେତେ ପ୍ରତିଶତ ଡାଟା ନଷ୍ଟ ହୋଇଛି ସେ ନେଇ ତଥ୍ୟ ମଗାଯାଇଛି । କିଏ ଓ କାହିଁକି ହ୍ୟାକ କରିଛି ସେ ନେଇ ତଦନ୍ତ କରାଯିବ ବୋଲି ଓଏସଏସସି ଅଧ୍ୟକ୍ଷ ଭବାନୀ ଶଙ୍କର ଦାସ ସୂଚନା ଦେଇଛନ୍ତି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକକୁ ଫିଲିପାଇନ ସାଇବର ସିଣ୍ଡିକେଟ ହ୍ୟାକ କରିଥିବା ସୂଚନା ରହିଛି ।
ହ୍ୟାକ ଘଟଣା ସାମନାକୁ ଆସିବା ପରେ ବନ୍ଦ ହେଲା ଓଏସଏସସି ୱେବସାଇଟ
/kanak/media/post_attachments/wp-content/uploads/2016/04/WEbsite.png)