ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକ ଘଟଣା । କ୍ରାଇମବ୍ରାଂଚ ସାଇବର ସେଲରେ ମାମଲା ରୁଜୁ କରାଯାଇଛି । କ୍ରାଇମବ୍ରାଂଚ ଏଡିଜି ବିକେ ଶର୍ମା ଏନେଇ ସୂଚନା ଦେଇଛନ୍ତି । କିଏ ଓ କାହିଁକି ହ୍ୟାକ୍ କରିଛି ସେ ନେଇ ତଦନ୍ତ କରାଯିବ । ଗତକାଲି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକକୁ ଫିଲିପାଇନ ସାଇବର ସିଣ୍ଡିକେଟ ହ୍ୟାକ୍ କରିଥଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us