ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକ ଘଟଣା । କ୍ରାଇମବ୍ରାଂଚ ସାଇବର ସେଲରେ ମାମଲା ରୁଜୁ କରାଯାଇଛି । କ୍ରାଇମବ୍ରାଂଚ ଏଡିଜି ବିକେ ଶର୍ମା ଏନେଇ ସୂଚନା ଦେଇଛନ୍ତି । କିଏ ଓ କାହିଁକି ହ୍ୟାକ୍ କରିଛି ସେ ନେଇ ତଦନ୍ତ କରାଯିବ । ଗତକାଲି ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ୱେବସାଇଟ ହ୍ୟାକକୁ ଫିଲିପାଇନ ସାଇବର ସିଣ୍ଡିକେଟ ହ୍ୟାକ୍ କରିଥଲା ।
ଓଏସଏସସି ୱେବସାଇଟ ହ୍ୟାକ୍ ଘଟଣା : ସାଇବର ଥାନାରେ ମାମଲା ରୁଜୁ
/kanak/media/post_attachments/wp-content/uploads/2016/04/vlcsnap-2016-04-21-13h46m06s355.png)