କନକ ବ୍ୟୁରୋ : ବିଧାୟକ କଲୋନୀ ଗଛକଟା ମାମଲାରେ ସରକାରଙ୍କୁ ରିପୋର୍ଟ ତଲବ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ନୋଟିସ କ଼ରିଛନ୍ତି । ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ଦେବାକୁ ନିର୍ଦ୍ଦେଶ ହୋଇଛି । ନିର୍ମାଣ, ଗଛକଟା, ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ଆସନ୍ତା ୨୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Advertisment