ସମ୍ବଲପୁର ନାକଟିଦେଉଳ ତହସିଲଦାରଙ୍କୁ ବିରୋଧ। ୨ କିଲୋମିଟର ଚଲାଇ ଚଲାଇ ନେଲେ ଗାଁ ଲୋକ।

ସମ୍ବଲପୁର ନାକଟିଦେଉଳ ତହସିଲଦାରଙ୍କୁ ବିରୋଧ। ୨ କିଲୋମିଟର ଚଲାଇ ଚଲାଇ ନେଲେ ଗାଁ ଲୋକ।

କନକ ବ୍ୟୁରୋ: ତହସିଲଦାରଙ୍କୁ ୨କିଲୋମିଟର ଚଲାଇ ନେଲେ ଉତ୍ୟକ୍ତ ଲୋକେ ।  ସମ୍ବଲପୁର ଜିଲ୍ଲା ନାକଟିଦେଉଳଠାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ବିନାକୈାଣସି ନୋଟିସରେ ନାକଟିଦେଉଳ ତଣ୍ଡାବିରା ଛକରେ ଆଦିବାସୀଙ୍କ ଘର ଭାଙ୍ଗିଥିଲେ ତହସିଲଦାର । ଏହାକୁ ବିରୋଧ କରି ଆରଆଇ ଅଫିସ ଘେରାଉ କରିଥିଲେ ବହୁ ଆଦିବାସୀ । ତେବେ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଆସିଥିବାବେଳେ ତହସିଲଦାର ସୁକାନ୍ତ ନାୟକଙ୍କୁ ଉଚ୍ଚେଦ ହୋଇଥିବା ସ୍ଥାନ ଯାଏଁ ଚଲାଇ ଚଲାଇ ସ୍ଥାନୀୟ ଲୋକେ ନେଇଛନ୍ତି । ସରକାରୀ ହସ୍ପିଟାଲ ପାଇଁ ଏହି ଉଚ୍ଛେଦ କରାଯାଇଥିବା ପ୍ରଶାସନ ଦର୍ଶାଇ ଏହି ଉଚ୍ଛେଦ କରିଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe