ପଦଯାତ୍ରା ଆରମ୍ଭରୁ ଅପରାଜିତାଙ୍କୁ ବିରୋଧ । ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ ।

Advertisment
ପଦଯାତ୍ରା ଆରମ୍ଭରୁ ଅପରାଜିତାଙ୍କୁ ବିରୋଧ । ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ ।

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ଅପରାଜିତାଙ୍କୁ ବିରୋଧ । ପଦଯାତ୍ରା ଜରିଆରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ଭୁବନେଶ୍ୱର ସାଂସଦଙ୍କୁ ବିରୋଧ କଲେ ସେବାୟତ । ମନ୍ଦିର ଭିତରେ ପ୍ରବେଶବେଳେ ହୋଇଥିଲା ଯୁକ୍ତିତର୍କ । ଏପରିକି ମନ୍ଦିର ଭିତରେ କିଛି ସମୟ ପାଇଁ ପ୍ରବେଶ କରାଇ ଦେଇ ନଥିଲେ ସେବାୟତମାନେ । ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ଅପରାଜିତା ଷଡଙ୍ଗୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe