ନିର୍ବାଚନ କମିଶନଙ୍କ ପ୍ରସ୍ତୁତି:  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨ଶହ ବୁଥରେ ରହିବେ କେବଳ ମହିଳା କର୍ମଚାରୀ  । 

Advertisment
ନିର୍ବାଚନ କମିଶନଙ୍କ ପ୍ରସ୍ତୁତି:  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨ଶହ ବୁଥରେ ରହିବେ କେବଳ ମହିଳା କର୍ମଚାରୀ  । 

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ନିର୍ବାଚନ କମିଶନଙ୍କ ଅଭିନବ ବ୍ୟବସ୍ଥା । ରାଜଧାନୀରେ ଦେଖିବାକୁ ମିଳିବ ସଖି ବୁଥ । ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ୨ଶହ ବୁଥରେ ରହିବେ ମହିଳା । ପ୍ରିଜାଇଡିଂ ଅଫିସର ଠାରୁ ଆରମ୍ଭ କରି ପୋଲିଂ କର୍ମଚାରୀ ଏବଂ ମହିଳା ପୁଲିସ କମଚାରୀ ମୁତୟନ ହେବେ । ତେବେ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ମହିଳା ପୁଲିସ କର୍ମଚାରୀ ମୃତୟନ ନେଇ ପୁଲିସ କମିଶନର ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe