ଅନଲାଇନ ଗେମିଂରୁ କୋଟିପତି ହେବା ଘଟଣା: ଦ୍ୱିତୀୟ ଦିନରେ ବି ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ଜାରି ରହିଛି ଇଡି ରେଡ୍

Advertisment
ଅନଲାଇନ ଗେମିଂରୁ କୋଟିପତି ହେବା ଘଟଣା: ଦ୍ୱିତୀୟ ଦିନରେ ବି ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ଜାରି ରହିଛି ଇଡି ରେଡ୍

କନକ ବ୍ୟୁରୋ: ଅନଲାଇନ୍ ଗମରୁ କୋଟିପତି ପ୍ରସଙ୍ଗ। ଦ୍ୱିତୀୟ ଦିନର ବି ଜାରି ରହିଛି ଇଡିର ଚଢାଉ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ ଗୋଗୁଆ, ଜଙ୍ଗଳା ଓ ରୁଗୁଡ଼ା ଗ୍ରାମର ୬ଜଣଙ୍କ ଘରେ ଚାଲିଛି ଜୋରଦାର ରେଡ୍। ଗତକାଲି ଠାରୁ ଚାଲିଥିବା ଏହି ରେଡରେ ୪୦ରୁ ଅଧିକ ଇଡି ଅଧିକାରୀ ନିୟୋଜିତ ଅଛନ୍ତି। ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି। ଫି-ଉଇନ ଗେମ୍ ନାମକ ଅନଲାଇନ ବେଟିଂ ଗେମ୍ ଜରିଆରେ କୋଟି କୋଟି ଟଙ୍କା କାରବାରର ସୁରାଗ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe