କନକ ବ୍ୟୁରୋ : ଆକାଶଛୁୃଆଁ ପିଆଜ, ରସୁଣ ଦର । ପିଆଜ କିଲୋ ୮୦, ରସୁଣ କିଲୋ ୨୪୦ ଟଙ୍କା ଛୁଇଁଲାଣି । ସପ୍ତାହକ ମଧ୍ୟରେ ପିଆଜ ଦର ୪୦ ଟଙ୍କା ବଢିଲାଣି । ଦର ବୃଦ୍ଧି ଯୋଗୁ ସମ୍ବଲପୁର ବଜାରରେ ପିଆଜ, ରସୁଣ ଦୋକାନରେ ଆଉ ଗ୍ରାହକଙ୍କୁ ଦେଖିବାକୁ ମିଳୁନାହିଁ । ଫଳରେ ବ୍ୟବସାୟକୁ ନେଇ ଚିନ୍ତା ପଡିଯାଇଛି ପିଆଜ, ରସୁଣ ବ୍ୟବସାୟୀ ।
୭ ଦିନ ତଳେ ପିଆଜ କିଲୋ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୭୦ରୁ ୮୦ ଟଙ୍କା ଦାମରେ ବିକ୍ରି ହେଉଛି । ମୁଖ୍ୟ ବଜାରରେ କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ଟିକେ ଭିତରକୁ ଗଲେ କେଜିଏ ପିଆଜ ପାଇଁ ୮୦ ଟଙ୍କା ଦେବାକୁ ପଡୁଛି । ରସୁଣ ଦର କେଜି ପ୍ରତି ୨୪୦ରୁ ଅଢେଇରୁ ଅଢେଇ ସହ ଟଙ୍କାରେ ବ୍ରିକ୍ରି ହେଉଛି ।
ପୁଣି କନ୍ଦାଇଲା ପିଆଜ ଓ ରସୁଣ ଦର । ରସୁଣ କିଲୋ ଛୁଇଁଲା ୨୪୦
/kanak/media/post_attachments/wp-content/uploads/2023/11/5-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)