ପିଆଜରେ ରହିଛି ଅନେକ ଉପକାରିତା ! ଖରା ଦିନେ ଦୂର କରିଥାଏ ବହୁ ସ୍ୱାସ୍ଥ୍ୟ ସମସ୍ୟା ।

Advertisment
ପିଆଜରେ ରହିଛି ଅନେକ ଉପକାରିତା ! ଖରା ଦିନେ ଦୂର କରିଥାଏ ବହୁ ସ୍ୱାସ୍ଥ୍ୟ ସମସ୍ୟା ।

image courtesy - www.maverics.in

ଗରମଦିନେ ପିଆଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ନ୍ୟାସନାଲ ଆୟୁର୍ବେଦ ସଂସ୍ଥା, ଜୟପୁରର ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁସାରେ ଯଦି ପ୍ରତିଦିନ ଖାଦ୍ୟ ସହ ଗୋଟିଏ କିମ୍ବା ଦୁଇଟି ପିଆଜ ଖାଆନ୍ତି ତା’ହେଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ଯେମିତି କି, ଆଣ୍ଟି-ଇନଫ୍ଲେମାଟୋରି, ଆଣ୍ଟି-ଆଲର୍ଜିକ୍ ଓ ଆଣ୍ଟି-ଅକ୍ ସିଡାଣ୍ଟ୍ ପ୍ରୋପର୍ଟିଜ୍ ଭଳିଆ ଅନେକ ସମସ୍ୟା। ଏଥିରେ ଥିବା କେତେକ ଗୁଣ ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚାଇଥାଏ। କଞ୍ଚା ପିଆଜ ଖାଇବାର ୫ଟି ବଡ଼ ଫାଇଦା ।

publive-image

ପିଆଜ ପ୍ରତିଦିନ ଖାଇବା ଦ୍ୱାରା ଏହି ସବୁ ଫାଇଦା  ମିଳିଥାଏ :

୧.ପିଆଜ ପ୍ରତିଦିନ ଖାଦ୍ୟ ସହ ଖାଇଲେ ଶୁଷ୍କତାରୁ ବଞ୍ଚାଇଥାଏ।

୨.ପିଆଜ ପ୍ରତିଦିନ ଖାଇବା ଦ୍ୱାରା ବ୍ଲଡ୍ ସୁଗର୍ ଲେବଲ୍ କଣ୍ଟ୍ରୋଲ୍ କରିଥାଏ।

୩.ପିଆଜର ସବୁଠୁ ବଡ଼ ଗୁଣ ହେଲା, ଏହା କ୍ୟାନ୍ସର୍ରୁ ବଞ୍ଚାଇଥାଏ।

୪.ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

୫.ଓରାଲ ହେଲଥରେ ସୂଧାର ଆଣିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe