ୱାନ୍ ଟୁ ୱାନର ଅତିଥି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

Advertisment
ଭାଷଣ ନୁହେଁ ବାଜପେୟୀଙ୍କ ଆଦର୍ଶ ଓ କାମରେ ଅନୁପ୍ରାଣିତ ହୁଅ । ଦେଶବାସୀ ସବୁ ଦେଖୁଛନ୍ତି, ବିଜେପିକୁ ପରାମର୍ଶ ଦେଲେ ବିଜୟ ମହାପାତ୍ର

ଗତ କିଛିଦିନ ହେଲା ମହାନଦୀକୁ ନେଇ ବହୁତ ଗୁଡାଏ ତର୍କ ବିତର୍କ ହୋଇ ରାଜନୀତିକୁ ସରଗରମ କରିଛି। ମହାନଦୀ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସବୁବେଳେ ସ୍ୱାଧୀନ ଭାବରେ ନିଜର ମତ ରଖି ଆସିଛନ୍ତି । ଯାହା ବାସ୍ତବିକ, ଏବଂ ସତ୍ୟ ତାକୁ ଲୋକ ଜାଣିବା କଥା ବୋଲି ମତ ରଖିଛନ୍ତି ବିଜୟ ମହାପାତ୍ର । ମହାନଦୀ ଜଳ ବିବାଦ ସଂପର୍କରେ ଲୋକଙ୍କ ପାଖରେ ଯଥେଷ୍ଟ ଚିତ୍ର ନାହିଁ, ସେହି ଚିତ୍ରକୁ ଲୋକଙ୍କ ପାଖରେ ପହଂଚାଇବାର ଦାୟିତ୍ୱ କେବଳ ସେ ନେଇଥିବା କଥାକୁ ସ୍ୱୀକାର କରିଛନ୍ତି ବିଜୟ ମହାପାତ୍ର । ଓଡିଶାର ସ୍ୱାର୍ଥସମ୍ମିଳିତ ତଥ୍ୟକୁ ନେଇ ଆଗକୁ ଯିବାର ଆଜି ଆବଶ୍ୟକତା ରହିଛି । ମହାନଦୀ ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ସହିତ ବିସ୍ତୃତ ସାକ୍ଷାତକାର ଦେଖିବା  ୱାନ୍ ଟୁ ୱାନର ଏହି ଏପିସୋଡରେ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe