ଗତ କିଛି ଦିନ ଧରି ଓଡିଶାରେ ଓଲିଉଡକୁ ନେଇ ଅନେକ ବଡ ବଡ ରୋଚକ ଖବର ସବୁ ଶୁଣିବାକୁ ମିଳୁଛି । ଏସବୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢିବାରେ ଲାଗିଛି । ଓଲିଉଡରେ କଣ ଚାଲିଛି । ଏହାର ପ୍ରକୃତ ସତ୍ୟାସତ୍ୟକୁ ଜାଣିବା ପାଇଁ ଲୋକେ ଅନେଇ ବସିଛନ୍ତି । ଅଭିନେତା ଅନୁଭବଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଓଲିଉଡରେ ଚିଟଫଣ୍ଡ ଟଙ୍କାରେ ଫିଲ୍ମ ତିଆରି ହେଉଛି । ଏହାର ସିଧାସଳଖ ଉତର ଦେଇଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଏହି ପ୍ରସଙ୍ଗ ଉପରେ ଦେଖନ୍ତୁ ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ସହ ସାକ୍ଷାତକାର ୱାନ୍ ଟୁ ୱାନର ଏହି ଏପିସୋଡରେ ।
ଓଲିଉଡରେ ଚିଟଫଣ୍ଡ ଟଙ୍କା ! କଳା ଟଙ୍କାରେ କଳାକାର ହେଉଛନ୍ତି କି ମାଲାମାଲ୍ ?
/kanak/media/post_attachments/wp-content/uploads/2016/07/Screen-Shot-2016-07-08-at-9.58.16-AM.png)